ଇଲୀଶାୟ ଏବଂ ବିଧବା ତେଲ
1.
2. ତହୁଁ ଇଲୀଶାୟ କହିଲେ, ମୁଁ କିପରି ତୁମ୍ଭକୁ ସାହାୟ୍ଯ କରି ପାରିବି? ଏବେ କୁହ, ତୁମ୍ଭ ଘ ରେ କ'ଣ ଅଛି?
3. ତା'ପରେ ଇଲୀଶାୟ କହିଲେ, ୟାଅ, ତୁମ୍ଭର ପଡ଼ୋଶୀମାନଙ୍କଠାରୁ ଖାଲି ପାତ୍ରଗୁଡିଏ ଧାର ଆଣ। ସମାନଙ୍କେର ଅନକେ ଶୂନ୍ଯ ପାତ୍ର ଥିବ। ସଗେୁଡିକୁ ସବୁ ଆଣ।
4. ତା'ପରେ ତୁମ୍ଭ ଘରକୁ ୟାଇ ଦ୍ବାର ବନ୍ଦ କର। କବଳେ ତୁମ୍ଭେ ଓ ତୁମ୍ଭର ପୁତ୍ରମାନେ ହିଁ ସହେି ଘ ରେ ରହିବ। ତା'ପରେ ସହେି ପାତ୍ରମାନଙ୍କ ରେ ତୈଳ ଢାଳିବ। ଯେଉଁ ପାତ୍ରଟି ପୂର୍ଣ୍ଣ ହେଉଛି, ତାକୁ ଅଲଗା ରଖିବ।
5. ଇଲୀଶାୟ ନିକଟରୁ ସେ ବିଧବା ସ୍ତ୍ରୀ ଲୋକଟି ନିଜ ଘରକୁ ଆସି ଘରର ଦ୍ବାର ବନ୍ଦ କଲା। ସେ ଘର ଭିତ ରେ ସେ ଓ ତା'ର ଦୁଇପୁତ୍ର ମାତ୍ର ରହିଲେ। ତା'ର ପୁତ୍ରମାନେ ପାତ୍ରଗୁଡିକୁ ଆଣିଲେ ଓ ସେ ସେଥି ରେ ତୈଳ ଢାଳିଲେ।
6. ସେ ଅନକେ ପାତ୍ର ପୂର୍ଣ କଲା। ଶଷେ ରେ ତା'ର ପୁଅମାନଙ୍କୁ କହିଲା, ମାେତେ ଆଉ ଗୋଟିଏ ପାତ୍ର ଦିଅ।
7. ତା'ପରେ ସ୍ତ୍ରୀ ଲୋକଟି ପରମେଶ୍ବରଙ୍କ ଲୋକ ଇଲୀଶାୟଙ୍କୁ ଯାହାସବୁ ଘଟିଥିଲା କହିଲେ। ତହୁଁ ଇଲୀଶାୟ କହିଲେ, ଏବେ ୟାଅ, ସେ ସମସ୍ତ ତୈଳକୁ ବିକି ଋଣ ପରିଶାଧେ କର ଓ ଅବଶିଷ୍ଟ ଅର୍ଥ ରେ ତୁମ୍ଭେ ଓ ତୁମ୍ଭର ପୁତ୍ରମାନେ କାଳାତିପାତ କର।
ଇଲୀଶାୟ ଶୂନମୀତର ପୁତ୍ରକୁ ଉଠାଇଲେ
8. ଏକଦା ଇଲୀଶାୟ ଶୁନମେକୁ ଗଲେ। ସଠାେରେ ଏକ ମହତ୍ବପୂର୍ଣ୍ଣ ଧନୀ ସ୍ତ୍ରୀଲୋକ ତାଙ୍କୁ ଅନ୍ନି ଭୋଜନ ଦବୋକୁ ବୁଲାଇଲା। ଏହାପରେ ଇଲୀଶାୟ ଯେତେଥର ସହେି ବାଟ ଦଇେ ଗଲେ େସତେଥର ସଠାେରେ ଅନ୍ନ ଭୋଜନ କଲେ।
9. ସ୍ତ୍ରୀ ଲୋକଟି ଦିନେ ତା'ର ସ୍ବାମୀକୁ କହିଲେ, ଦେଖ, ଏହି ଯେଉଁ ଲୋକଟି ଆମ୍ଭମାନଙ୍କ ଘର ନିକଟକୁ ଦଇେ ସର୍ବଦା ୟାତାଯାତ କରୁଛି, ସେ ପରମେଶ୍ବରଙ୍କ ପବିତ୍ର ଲୋକ ବୋଲି ମୁଁ ଅନୁଭବ କରୁଛି।
10. ତେଣୁ ମୁଁ ତୁମ୍ଭକୁ ବିନଯ କରୁଛି, ତୁମ୍ଭମାନେେ ଆମ୍ଭର ଛାତ ଉପରେ ଗୋଟିଏ େଛାଟ କଠାେରୀ ନିର୍ମାଣ କର ଓ ସେଥି ରେ ଗୋଟିଏ ଖଟ, ମଜେ, ଆସନ ଓ ଦୀପରୂଖା ରଖିବ, ତେଣୁ ସେ ଆମ୍ଭମାନଙ୍କ ନିକଟକୁ ଆସିଲା ବେଳେ ସଠାେରେ ରହିବ।
11. ଦିନେ ଇଲୀଶାୟ ସହେି ସ୍ତ୍ରୀ ଲୋକର ଗୃହକୁ ଆସିଲେ ଓ ସହେି କଠାେରୀ ରେ ୟାଇ ଶଯନ କଲେ।
12. ପୁଣି ସେ ନିଜର ଦାସ ଗି ହଜେୀକୁ କହିଲେ, ସହେି ଶୁନମେୀୟା ସ୍ତ୍ରୀକୁ ଡାକ।
13. ପୁଣି ଇଲୀଶାୟ ତାଙ୍କ ଦାସକୁ କହିଲେ, ବର୍ତ୍ତମାନ ସହେି ସ୍ତ୍ରୀ ଲୋକକୁ ଏହା କୁହ, ' ଦେଖ, ତୁମ୍ଭେ ଆମ୍ଭମାନଙ୍କର ବହୁ ଯତ୍ନ ନଇେ ସବୋ କରିଛ। ଆମ୍ଭମାନେେ ତୁମ୍ଭ ପାଇଁ କ'ଣ କରି ପାରିବୁ? ରାଜା କିମ୍ବା ସନୋପତିଙ୍କ ନିକଟରେ ତୁମ୍ଭ ସପକ୍ଷ ରେ କିଛି କହିବାକୁ ଇଚ୍ଛା କରୁଛ କି?'
14. ଇଲୀଶାୟ ଗି ହଜେୀକୁ କହିଲେ, ତବେେ ତା' ପାଇଁ କ'ଣ କରାୟିବ?
15. ତା'ପରେ ଇଲୀଶାୟ କହିଲେ, ତାକୁ ଡାକ।
16. ଇଲୀଶାୟ ସହେି ସ୍ତ୍ରୀ ଲୋକକୁ କହିଲେ, ଏହି ସମୟରେ ପରବର୍ତ୍ତୀ ବସନ୍ତ ଋତୁ ହେଲାବଳକେୁ ତୁମ୍ଭେ ଏକ ପୁତ୍ର ସନ୍ତାନ କୋଳ କରିବ।
17. ସ୍ତ୍ରୀ ଲୋକଟି ଗର୍ଭବତୀ ହେଲା। ଇଲୀଶାୟ ତାଙ୍କୁ କହିଲାପରି, ପର ବସନ୍ତ ଋତୁ ରେ ସେ ଏକ ପୁତ୍ରକୁ ଜନ୍ମ କଲା।
18. ପିଲାଟି ବଢିବାକୁ ଲାଗିଲା। ଦିନେ ସେ କ୍ଷତକେୁ ୟାଇ ଲୋକମାନେ ଓ ତା'ର ପିତା ଶସ୍ଯ କାଟୁଥିଲା ବେଳେ ତାଙ୍କ ନିକଟକୁ ଗଲା।
19. ପିଲାଟି ତା'ର ପିତାକୁ କହିଲା, ଓଃ, ମାେ ମୁଣ୍ତ ମାେ ମୁଣ୍ତ।
20. ଦାସ ପିଲାଟିକୁ ତା'ର ମାତା ନିକଟକୁ ନଇଗେଲା। ପିଲାଟି ତା'ର ମାତା କୋଳ ରେ ମଧ୍ଯାହ୍ନ ପର୍ୟ୍ଯନ୍ତ ରହି ମରିଗଲା।
21. ଏହାପରେ ସ୍ତ୍ରୀ ଲୋକଟି ଉପର କଠାେରୀକୁ ୟାଇ ପରମେଶ୍ବର ଲୋକଙ୍କ ଖଟ ଉପରେ ପୁଅକୁ ଶୁଆଇ ଦଇେ ଦ୍ବାର ବନ୍ଦ କରି ବାହାରକୁ ଆସିଲା।
22. ସେ ସ୍ତ୍ରୀ ଲୋକଟି ତା'ର ସ୍ବାମୀକୁ ଡାକି କହିଲା, ମୁଁ ବିନଯ କରୁଛି, ଦାସମାନଙ୍କ ମଧ୍ଯରୁ ଜଣକୁ ଓ ଗୋଟିଏ ଗର୍ଦ୍ଦଭକୁ ମାେ ନିକଟକୁ ପଠାନ୍ତୁ। ହେଲେ ମୁଁ ପରମେଶ୍ବରଙ୍କ ଲୋକ ଇଲୀଶାୟକୁ ଶୀଘ୍ର ଆଣି ଫରେି ଆସିବି।
23. ଏଥି ରେ ତା'ର ସ୍ବାମୀ କହିଲା, ତୁମ୍ଭେ କାହିଁକି ଆଜି ପରମେଶ୍ବରଙ୍କ ଲୋକ ଇଲୀଶାୟଙ୍କ ନିକଟକୁ ୟିବ? ଆଜିତ ଅମାବାସ୍ଯା ନୁହେଁ କି ବିଶ୍ରାମବାର ନୁହେଁ।
24. ତା'ପରେ ସେ ଗର୍ଦ୍ଦଭ ସଜାଇ ତାଙ୍କର ସବେକକୁ କହିଲେ, ଦ୍ରୁତଗତି ରେ ଗର୍ଦ୍ଦଭକୁ ଚଲାଅ ଓ ମାରେଆଦେଶ ନ ପାଇବା ପର୍ୟ୍ଯନ୍ତ ଗତି ଧୀର କରନାହିଁ।
25. ଏହିରୂପେ ସେ କର୍ମିଲ ପର୍ବତ ରେ ପହଞ୍ଚି ପରମେଶ୍ବରଙ୍କ ଲୋକ ଇଲୀଶାୟଙ୍କୁ ଦେଖିଲେ।
26. ମୁଁ ବିନଯ କରୁଛି, ଦୌଡିୟାଇ ତାକୁ ଭଟେି ପଗ୍ଭର 'ସବୁ ଠିକ୍ ଅଛି କି? ତୁମ୍ଭ ସ୍ବାମୀର ଓ ତୁମ୍ଭ ପୁତ୍ରର ମଙ୍ଗଳ କି?'
27. ଅନନ୍ତର ସେ ପରମେଶ୍ବରଙ୍କ ଲୋକ ନିକଟକୁ ଆସି ତାଙ୍କର ଚରଣ ତଳେ ପଡିଲା। ଏଥି ରେ ଗି ହଜେୀ ତାକୁ ଟାଣିବାରୁ ପରମେଶ୍ବରଙ୍କ ଲୋକ କହିଲେ, ତାହାକୁ ଛାଡିଦିଅ। କାରଣ ତା'ର ପ୍ରାଣ ଶାେକାକୁଳ। ମାତ୍ର ସଦାପ୍ରଭୁ ମାେତେ ଜାଣାଇଲେ ନାହିଁ କ'ଣ ବାଳକ ପ୍ରତି ଘଟିଅଛି। ସେ ଏହା ମାଠାରୁେ ଗୋପନ ରଖିଲେ।
28. ତା'ପରେ ସ୍ତ୍ରୀ ଲୋକଟି କହିଲା, ଗୁରୁ, ମୁଁ କ'ଣ ପୁତ୍ର ମାଗିଥିଲି? ମୁଁ କି କହିନଥିଲି, ' ମାେତେ ପ୍ରତାରଣା କରନାହିଁ।'
29. ଏହାପରେ ଇଲୀଶାୟ ଗି ହଜେୀକୁ କହିଲେ, ୟିବାକୁ ପ୍ରସ୍ତୁତ ହୁଅ। ମାରେ ୟଷ୍ଟିଟିକୁ ସଙ୍ଗ ରେ ନିଅ। ଗଲା ବେଳେ କୌଣସି ସ୍ଥାନ ରେ ଟିକିଏ ହେଲେ ଅଟକିବ ନାହିଁ। ଏପରିକି କାହାରିକୁ ଦେଖିଲେ ନମସ୍କାର କରନାହିଁ ଓ କହେି ନମସ୍କାର କଲେ ତାକୁ ଉତ୍ତର କରନାହିଁ। ମାରେ ୟଷ୍ଟି ନଇେ ସହେି ବାଳକର ମୁଖ ଉପରେ ରଖି ଦିଅ।
30. ଏଥି ରେ ବାଳକର ମାଆ କହିଲା, ମୁଁ ଶପଥ କରୁଛି, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ଆପଣ ଜୀବିତ ଥିବା ପର୍ୟ୍ଯନ୍ତ ମୁଁ ଆପଣଙ୍କୁ ଛାଡିବି ନାହିଁ।
31. ଗି ହଜେୀ ଇଲୀଶାୟ ଓ ଶୁନମେୀୟା ସ୍ତ୍ରୀ ପହଞ୍ଚିବା ପୂର୍ବରୁ ସ୍ତ୍ରୀ ଲୋକଟିର ଘ ରେ ପହଁଞ୍ଚିଲା। ସେ ଆଶାବାଡିକୁ ବାଳକର ମୁଖ ଉପରେ ରଖିଲା। ମାତ୍ର ପିଲାଟିର କୌଣସି ରବ କି ଶଦ୍ଦ ହେଲାନାହିଁ। ତା'ପରେ ଗି ହଜେୀ ଫରେିଆସି ଇଲୀଶାୟଙ୍କୁ ଭଟେି ଜଣାଇଲା, ବାଳକଟି ଉଠିଲା ନାହିଁ।
32. ଅନନ୍ତର ଇଲୀଶାୟ ଗୃହ ମଧିଅରେ ପ୍ରବେଶ କରି ଦେଖିଲେ ବାଳକଟି ମୃତ ଅବସ୍ଥା ରେ ଶୟ୍ଯା ଉପରେ ଶାଇେଛି।
33. ତତ୍ପରେ ଇଲୀଶାୟ ଗୃହର ଦ୍ବାର ବନ୍ଦ କଲେ ଓ ଏକୁଟିଆ ବାଳକ ସହିତ ସେ ଘର ମଧିଅରେ ରହିଲେ। ତା'ପରେ ସେ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ।
34. ଇଲୀଶାୟ ଶୟ୍ଯା ଉପରକୁ ୟାଇ ବାଳକଟିର ଉପରେ ଶଯନ କଲେ। ପୁଣି ତାହାର ମୁଖ ଉପରେ ଆପଣା ମୁଖ, ତାହାର ଚକ୍ଷୁ ଉପରେ ଆପଣା ଚକ୍ଷୁ ଓ ତାହାର ହାତ ଉପରେ ଆପଣା ହାତ ରଖିଲେ। ବାଳକର ଶରୀରଟି ଉଷ୍ନ ହବୋ ପର୍ୟ୍ଯନ୍ତ ସେ ତାହା ଉପରେ ନିଜକୁ ଲମ୍ବଇେ ରଖିଲେ।
35. ତା'ପରେ ଇଲୀଶାୟ ଉଠିପଡି ଗୃହ ମଧିଅରେ ଏଣେ ତଣେେ ବିଚରଣ କଲେ। ସେ ପୁଣି ବାଳକଟି ଉପରେ ଶୋଇ ପଡିଲେ। ଏଥି ରେ ବାଳକଟି ସାତଥର ଛିଙ୍କିଲା ଓ ଚକ୍ଷୁ ଖାଲିେଲା।
36. ଇଲୀଶାୟ ତାଙ୍କର ଦାସ ଗି ହଜେୀକୁ ଡାକି କହିଲେ, ଶୁନମେୀୟାକୁ ଡାକ।
37. ତତ୍ପରେ ଶୁନମେୀୟା ଗୃହ ମଧିଅରେ ପ୍ରବେଶ କରି ଇଲୀଶାୟଙ୍କ ପାଦ ତଳେ ପଡିଲେ ଓ ତା'ପରେ ପୁଅକୁ ଧରି ବାହାରକୁ ଆସିଲେ।
ଇଲୀଶାୟ ପାତ୍ରର ପାତ୍ରକୁ ଶୁଦ୍ଧ କରନ୍ତି
38.
39. ତହୁଁ ଜଣେ ଲୋକ ଶାକ ସଂଗ୍ରହ କରିବାକୁ କ୍ଷତକେୁ ଗଲା। ମାତ୍ର ସେ ଏକ ବନ୍ଯଲତା ପାଇ ତାହାର ଫଳ ରେ ଅଣ୍ଟି ପୂର୍ଣ୍ଣ କଲା। ସହେି ଫଳକୁ ଆଣି କାଟି ପାତ୍ର ରେ ଭରିଲା। କିନ୍ତୁ ସମାନେେ କି ଫଳ ବୋଲି ଜାଣି ପାରିଲେ ନାହିଁ।
40. ତହୁଁ ସମାନେେ ପାକ ପରେ ଲୋକମାନଙ୍କ ଭୋଜନ ନିମନ୍ତେ ତାହା ଢାଳିଲେ। ଯେତବେେଳେ ସମାନେେ ଭୋଜନ କରିବାକୁ ଆରମ୍ଭ କଲେ, ସମାନେେ ଇଲୀଶାୟଙ୍କୁ ଚିତ୍କାର କରି ଡାକିଲେ, ହେ ପରମେଶ୍ବରଙ୍କ ଲୋକ, ହଣ୍ତା ରେ ବିଷ ଅଛି। ତେଣୁ ସମାନେେ ସେ ଖାଦ୍ୟ ଖାଇ ପାରିଲେ ନାହିଁ।
41. ମାତ୍ର ଇଲୀଶାୟ କ ହେଲ, କିଛି ମଇଦା ଆଣ। ସମାନେେ କିଛି ମଇଦା ଆଣିଲେ ଓ ଇଲୀଶାୟ ସହେି ପାତ୍ର ରେ ପକାଇଲେ। ତା'ପରେ ସେ କହିଲେ, ଲୋକମାନଙ୍କୁ ପରସ, ବର୍ତ୍ତମାନ ସମାନେେ ଖାଇପାରନ୍ତି।
ଇଲୀଶାୟ ଶହେ ପୁରୁଷଙ୍କୁ ଖାଇବାକୁ ଦିଅନ୍ତି
42.
43. ତହୁଁ ଇଲୀଶାୟଙ୍କ ସବେକ କହିଲା, ଏଠା ରେ ତ 100 ଲୋକ ଅଛନ୍ତି। ଏତିକି ରୋଟୀ କିପରି ଏତେ ଲୋକଙ୍କୁ ଦବେି?
44. ତା'ପରେ ଇଲୀଶାୟଙ୍କ ସବେକ ସହେି ଲୋକମାନଙ୍କ ସମ୍ମୁଖ ରେ ଖାଦ୍ୟ ରଖିଲେ। ସମାନେେ ସମସ୍ତେ ଖାଦ୍ୟ ଖାଇଲାପରେ ସଦାପ୍ରଭୁଙ୍କ ବାକ୍ଯାନୁସା ରେ ଉଚିଷ୍ଟ ରଖିଲେ।